ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ; ବାପ ମୃତ, ଝିଅ ଗୁରୁତର

ନରସିଂହପୁର : ନରସିଂହପୁର ବ୍ଲକ୍‌ ଚକାମୁଣ୍ଡା ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅକୁ ଗୁରୁତର ଅବସ୍ଥାରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ ଘର ବାଡ଼ିରେ କାମ କରୁଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ବଂଚି ଯାଇଥିବା ବେଳେ ୨୦ ବର୍ଷର ପୁଅ ବି ବାହାରେ ଥିବାରୁ ବଂଚି ଯାଇଛି। ଘରେ ବାଣ ଗଚ୍ଛିତ ଥିବା ଯୋଗୁଁ ଏଭଳି ବିସ୍ଫୋରଣ … Continue reading ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ; ବାପ ମୃତ, ଝିଅ ଗୁରୁତର